അർത്ഥം : ଝାଉଁଳିବା ପ୍ରକ୍ରିୟା
							ഉദാഹരണം : 
							ଗଛକୁ ଝାଉଁଳାରୁ ରକ୍ଷାକରିବାପାଇଁ ନିୟମିତ ପାଣି ସିଞ୍ଚନ କରିବା ଦରକାର
							
പര്യായപദങ്ങൾ : ଝାଉଁଳା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶୁଖିଲା ହେବାର ଅବସ୍ଥା ବା ଭାବ
							ഉദാഹരണം : 
							ଶୀତ ସମୟରେ ଚମଡ଼ାର ଶୁଷ୍କତା ଦୂର କରିବାପାଇଁ ତେଲ ବା କ୍ରିମର ବ୍ୟବହାର କରନ୍ତୁ  ଏଠିକାର ପବନରେ ଶୁଷ୍କତା ଅଧିକ
							
പര്യായപദങ്ങൾ : ଅନାର୍ଦ୍ରତା, ଶୁଖିଲାପଣ
മറ്റ് ഭാഷകളിലേക്കുള്ള വിവർത്തനം :
The condition of not containing or being covered by a liquid (especially water).
dryness, waterlessness, xerotes