അർത്ഥം : ଘାଆ ଉପରେ ଲଗା ଯାଉଥିବା ଏକ ଗାଢ଼ା ମଲମ ଯାହା ରାସାୟନିକ ଆଧାରରେ ପ୍ରସ୍ତୁତ କରାଯାଇଥାଏ
							ഉദാഹരണം : 
							ଚିକିତ୍ସକ ଘାଆ ଉପରେ ମଲମ ଲଗାଇ ପଟି ବାନ୍ଧି ଦେଲେ
							
പര്യായപദങ്ങൾ : ଅଏଣ୍ଟମେଣ୍ଟ, ମଇଲମ, ମଲମ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କିଛି ବସ୍ତୁ ଉପରେ କୌଣସି ଜିନିଷର ଯେଉଁ ପରସ୍ତ ଦିଆଯାଏ
							ഉദാഹരണം : 
							କୁମ୍ଭାର ମାଠିଆ ଉପରେ ମାଟିର ପ୍ରଲେପ ଦେଉଛି
							
പര്യായപദങ്ങൾ : ପ୍ରଲେପ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବଥ ଆଦିକୁ ପଚାଇବା ପାଇଁ ଅଳସୀ,ରେଡୀ ଆଦିର ଯେଉଁ ମୋଟା ଲେପ ତା ଉପରେ ଲଗାଇ ବନ୍ଧା ଯାଏ
							ഉദാഹരണം : 
							ସେ ବଥକୁ ପଚାଇବାପାଇଁ ତା ଉପରେ ଅଳସୀର ଲେପ ବାନ୍ଧିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
फोड़े आदि पकाने के लिए उनपर लगाकर बाँधा जानेवाला अलसी, रेड़ आदि का मोटा लेप।
उसने फोड़े को पकाने के लिए उस पर अलसी की पुलटिस बाँधी।അർത്ഥം : କୌଣସି ଜିନିଷ ଉପରେ ରାସାୟନିକ ପ୍ରକ୍ରିୟାରେ ଲେପନ କରାଯାଇଥିବା ସୁନା କିମ୍ବା ରୂପାଆଦିର ହାଲୁକା ପୁଟ
							ഉദാഹരണം : 
							ବଣିଆ ମୁଦି ଉପରେ ସୁନାଲେପ ଦେଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
The application of a thin coat of metal (as by electrolysis).
plating