അർത്ഥം : କୌଣସି ସାହିତ୍ୟିକ କୃତିର ସୃଷ୍ଟି କରିବା
							ഉദാഹരണം : 
							ସେ ଗୋଟିଏ ନୂଆ କବିତା ରଚନା କରିଛନ୍ତି
							
പര്യായപദങ്ങൾ : ରଚନା କରିବା, ସୃଷ୍ଟି କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଂପ୍ୟୁଟରରେ ଡାଟା ଲିପିବଦ୍ଧ କରିବା ବା ଲେଖିବା
							ഉദാഹരണം : 
							ଦୀପକ କିଛି ପ୍ରୋଗ୍ରାମ ଲେଖୁଛି
							
പര്യായപദങ്ങൾ : ଲିପିବଦ୍ଧ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖାତା, କାଗଜ ଆଦିରେ ଲେଖିବା
							ഉദാഹരണം : 
							ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
							
പര്യായപദങ്ങൾ : ଚଢ଼ାଇବା
മറ്റ് ഭാഷകളിലേക്കുള്ള വിവർത്തനം :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerഅർത്ഥം : ଲେଖାଦ୍ୱାରା ବ୍ୟକ୍ତ ବା ପ୍ରକଟ କରିବା
							ഉദാഹരണം : 
							ଆପଣ ଆପଣଙ୍କ ବିଷୟରେ ମୋତେ ପ୍ରତି ସପ୍ତାହରେ ଲେଖନ୍ତୁ
							
പര്യായപദങ്ങൾ : ଚିଠି ଲେଖିବା, ପତ୍ର ପ୍ରେରଣ କରିବା, ବାର୍ତ୍ତାପ୍ରେରଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅକ୍ଷର ଆଦିର ଆକୃତି ତିଆରିକରିବା
							ഉദാഹരണം : 
							ପିଲାଟି କ,ଖ,ଗ,ଘ ଲେଖୁଛି ମୁଁ ପତ୍ରଟିଏ ଲେଖୁଛି
							
പര്യായപദങ്ങൾ : ଲିଖନ କରିବା, ଲିପିବଦ୍ଧକରିବା
മറ്റ് ഭാഷകളിലേക്കുള്ള വിവർത്തനം :
अक्षरों आदि की आकृति बनाना।
बच्चा क,ख,ग,घ लिख रहा है।Mark or trace on a surface.
The artist wrote Chinese characters on a big piece of white paper.