അർത്ഥം : ଫେରିବାର ଅବସ୍ଥା ବା ଭାବ
							ഉദാഹരണം : 
							ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
							
പര്യായപദങ്ങൾ : ନିବର୍ତ୍ତନ, ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟାଣ, ଲେଉଟାଣି
അർത്ഥം : ଫେରାଇବା ବା ଫେରିବା, ଲେଉଟାଇବା ବା ଲେଉଟା ବା ବଦଳା ହୋଇଥିବା
							ഉദാഹരണം : 
							ତୁମେ ଲେଉଟା ବସ୍ତୁ ଗୁଡ଼ିକ ଘରେ ପହଞ୍ଚାଇ ଆସ
							
പര്യായപദങ്ങൾ : ଅପବର୍ତ୍ତିତ
മറ്റ് ഭാഷകളിലേക്കുള്ള വിവർത്തനം :