അർത്ഥം : ଏଭଳି କାମ କରିବା ଯେଉଁଥିରେ କାହାରି ମନରେ ଲୋଭ ଉତ୍ପନ୍ନ ହେବ
							ഉദാഹരണം : 
							ଅପରାଧୀ ପୋଲିସକୁ ବହୁତ ଟଙ୍କା ଦେବାକୁ କହି ପ୍ରଲୋଭିତ କଲା
							
പര്യായപദങ്ങൾ : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୋଭ ଦେଖେଇବା
മറ്റ് ഭാഷകളിലേക്കുള്ള വിവർത്തനം :
ऐसा काम करना कि किसी के मन में लालच उत्पन्न हो।
अपराधी ने पुलिसवाले को बड़ी रकम देने की बात कहकर ललचाया।അർത്ഥം : କାହାକୁ କିଛି ଦେଖେଇ ତାକୁ ପାଇବାପାଇଁ ଅଧୀର କରିବା
							ഉദാഹരണം : 
							ସାଧାରଣତଃ ବଡ଼ମାନେ ପିଲାମାନଙ୍କୁ ନିଜ ପାଖକୁ ଡାକିବାପାଇଁ ସେମାନଙ୍କୁ ଲୋଭ ଦେଖାଇଥାନ୍ତି
							
പര്യായപദങ്ങൾ : ପ୍ରଲୋଭିତ କରିବା, ଲାଳସା ଦେଖେଇବା, ଲୋଭ ଦେଖେଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी को कुछ दिखाकर उसे उस चीज़ को पाने के लिए अधीर करना।
बड़े अक्सर बच्चों को अपने पास बुलाने के लिए उन्हें ललचाते हैं।