അർത്ഥം : ମୋଟା ଏବଂ ବଡ଼ ବାଡ଼ି
							ഉദാഹരണം : 
							ସେ କୁକୁରକୁ ବାଡ଼ିରେ ମାରିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଶୁଙ୍କୁ ଗୋଡ଼ାଇବା ନିମନ୍ତେ ବାଡି ବା ଚାବୁକ
							ഉദാഹരണം : 
							ସେ ଲାଠିରେ ମଇଁଷିକୁ ପିଟୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାଲିବାପାଇଁ ହାତରେ ଧରାଯାଉଥିବା ସିଧା ପତଳା କାଠ
							ഉദാഹരണം : 
							ବୁଢ଼ୀମା ବାଡ଼ି ଧରି ଚାଲୁଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
A stick carried in the hand for support in walking.
walking stick