അർത്ഥം : ହରିଣର ଚାରିଗୋଡ଼ରେ ଡେଇଁଡେଇଁ ଦୌଡ଼ିବା
							ഉദാഹരണം : 
							ଜଙ୍ଗଲରେ ହରିଣମାନେ ଡିଆଁଡେଇଁ କରୁଥିଲେ
							
പര്യായപദങ്ങൾ : କୁଦାମାରିବା, ଡିଆଁଡେଇଁ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
हिरन का दौड़ना जिसमें वह चारों पैर फेंकता है।
जंगल में हिरन चौकड़ी भर रहे थे।അർത്ഥം : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ഉദാഹരണം : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
പര്യായപദങ്ങൾ : କୁଦା ମାରିବା, କୁଦିବା, ଡେଇଁବା