അർത്ഥം : କାହାର ନଚାହିଁବା ସତ୍ତ୍ୱେ ମଧ୍ୟ ତାଙ୍କ ଉପରେ ଦାୟିତ୍ୱ ବା ଭାର ଆଦି ରଖିବା
							ഉദാഹരണം : 
							ସେ ଯିବା ପୂର୍ବରୁ ତାଙ୍କର ସମସ୍ତ କାମ ମୋ ଉପରେ ଲଦି ଦେଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବୋଝ ବା ଭାର ଉପରକୁ ନେବା
							ഉദാഹരണം : 
							ଟ୍ରକ ଉପରକୁ ମାଲ ଉଠାଇବାପାଇଁ ମୂଲିଆ ପିଠି ଉପରେ ବସ୍ତା ଲଦିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରି ଉପରେ କୌଣସି ବସ୍ତୁ ରଖିବା
							ഉദാഹരണം : 
							ଚାକର ଟ୍ରାକ୍ଟର ଉପରେ ଶସ୍ୟ ବସ୍ତାଗୁଡ଼ିକ ଲଦିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହା ଉପରେ ଦୋଷଆଦି ବଳପୁର୍ବକ ଲଦିଦେବା
							ഉദാഹരണം : 
							ସେ ତାର ଦୋଷ ମୋ ଉପରେ ଲଦିଦେଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାର୍ଯ୍ୟ ଆଦି କରିବାପାଇଁ କାହାରିକୁ ଦାୟିତ୍ୱ ଦେବା
							ഉദാഹരണം : 
							ମାଲିକ ସବୁକାମ ମୋ ଉପରେ ଲଦି ଦେଲେ
							
മറ്റ് ഭാഷകളിലേക്കുള്ള വിവർത്തനം :