അർത്ഥം : ରୋକିବାର ପ୍ରକ୍ରିୟା
							ഉദാഹരണം : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
പര്യായപദങ്ങൾ : ଅଟକାଇବା, ଗତିରୋଧ କରିବା, ବନ୍ଦକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭତ୍ତା ଆଦି ନ ଦେବା
							ഉദാഹരണം : 
							ସରକାର ଯାତ୍ରା ଭତ୍ତା ବନ୍ଦକରିଦେଇଛନ୍ତି
							
പര്യായപദങ്ങൾ : ବନ୍ଦକରିଦେବା, ରୋକିଦେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
							ഉദാഹരണം : 
							ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
							
പര്യായപദങ്ങൾ : ଅଟକାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଟକଣା ଲଗେଇବା
							ഉദാഹരണം : 
							ମାଆ ପୁଅକୁ ଖରାରେ ବାହାରକୁ ଯିବାରୁ ବାରଣକଲେ
							
പര്യായപദങ്ങൾ : ଅବରୋଧକରିବା, ବାରଣକରିବା, ମନାକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାଲିଆସୁଥିବା କଥା ଆଦିକୁ ବନ୍ଦ କରିବା
							ഉദാഹരണം : 
							ରାଜା ରାମ ମୋହନ ରାୟ ସତୀ ପ୍ରଥାକୁ ବନ୍ଦ କଲେ
							
പര്യായപദങ്ങൾ : ବନ୍ଦ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରୋକିବା ବା ବାଧାଦେବା
							ഉദാഹരണം : 
							ଡକାୟତମାନେ ମାର୍ଗ ଅବରୋଧ କଲେ
							
പര്യായപദങ്ങൾ : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ବନ୍ଦକରିବା, ରୋଧକରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							ഉദാഹരണം : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
മറ്റ് ഭാഷകളിലേക്കുള്ള വിവർത്തനം :