അർത്ഥം : ବାକି ରହିବା
							ഉദാഹരണം : 
							କେତେଥର ରଗଡ଼ି ଧୋଇବା ସତ୍ତ୍ୱେ କିଛି ଦାଗ ରହିଗଲା
							
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ତ୍ରୀ କୌଣସି ପୁରୁଷ ପାଖରେ ଯାଇ ରହିବା
							ഉദാഹരണം : 
							ଶୀଲା ମୋହନ ଘରେ  ରହିଗଲାଣି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାଲୁଥିବା କୌଣସି କାମ ବନ୍ଦ ହୋଇଯିବା ବା ଅଟକି ଯିବା
							ഉദാഹരണം : 
							ବିଜୁଳି ଚାଲିଯିବା କାରଣରୁ କିଛି କାମ ରହିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖରାପ ନ ହେବା
							ഉദാഹരണം : 
							ଫ୍ରିଜରେ  ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
							
പര്യായപദങ്ങൾ : ରହିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମ୍ପୂର୍ଣ୍ଣ ଆଦାୟ ନହେବା
							ഉദാഹരണം : 
							ହଜାରରୁ ଶହେ ଟଙ୍କା ରହିଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କାରଣରୁ କିଛି କାମ ନହେଇପାରିବା
							ഉദാഹരണം : 
							ପରୀକ୍ଷାରେ ମୋର ଦୁଇଟି ପ୍ରଶ୍ନ ରହିଗଲା ଟ୍ରାଫିକରେ ଅଟକିଯିବା କାରଣରୁ ମୋର ଟ୍ରେନ ଛାଡ଼ି ଦେଲା
							
പര്യായപദങ്ങൾ : ଛାଡ଼ିଦେବା
മറ്റ് ഭാഷകളിലേക്കുള്ള വിവർത്തനം :