അർത്ഥം : ରଙ୍ଗାଇବାର କାମ ବା ଭାବ
							ഉദാഹരണം : 
							ସେ କପଡ଼ା ରଙ୍ଗେଇବାପାଇଁ ରଙ୍ଗାଜୀବ ଦୋକାନକୁ ଯାଇଛି  ଗୋଟିଏ କୋଠରୀର ରଙ୍ଗେଇରେ ହିଁ ସବୁ ରଙ୍ଗ ଶେଷ ହୋଇଗଲା
							
പര്യായപദങ്ങൾ : ରଙ୍ଗାଇବା, ରଙ୍ଗେଇ
മറ്റ് ഭാഷകളിലേക്കുള്ള വിവർത്തനം :
The act of applying paint to a surface.
You can finish the job of painting faster with a roller than with a brush.അർത്ഥം : ରଙ୍ଗକରିବା କାମ ଅନ୍ୟ କାହାଦ୍ୱାରା କରାଇବା
							ഉദാഹരണം : 
							ମୁଁ ରଙ୍ଗାଜୀବଦ୍ୱାରା ଦୁଇମିଟର କନା ରଙ୍ଗାଇଲି
							
പര്യായപദങ്ങൾ : ରଙ୍ଗକରାଇବା, ରଙ୍ଗାଇବା, ରଞ୍ଜିତକରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚିତ୍ର ଆଦିରେ ରଙ୍ଗ ଲଗାଇବା
							ഉദാഹരണം : 
							ଆମ୍ବକୁ ହଳଦିଆ ରଙ୍ଗରେ ରଙ୍ଗାଅ
							
പര്യായപദങ്ങൾ : ରଙ୍ଗକରିବା, ରଙ୍ଗଲଗାଇବା, ରଙ୍ଗାଇବା
മറ്റ് ഭാഷകളിലേക്കുള്ള വിവർത്തനം :