അർത്ഥം : ଦୁର୍ନୀତିରେ ଲିପ୍ତ ଥିବା ବ୍ୟକ୍ତି
							ഉദാഹരണം : 
							ଭ୍ରଷ୍ଟାଚାରୀମାନେ ଦେଶକୁ ଖୋଳ କରିଦେଲେଣି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭ୍ରଷ୍ଟାଚାର ଯୋଗ୍ୟ
							ഉദാഹരണം : 
							ଡକାୟତ ଭ୍ରଷ୍ଟାଚାରୀ ପୋଲିସ ଅଧିକାରୀଙ୍କୁ ବହୁତ ଧନ ଦେବାପାଇଁ ଲାଳସା ଦେଖାଉଥିଲା
							
പര്യായപദങ്ങൾ : ବ୍ୟଭିଚାରୀ
മറ്റ് ഭാഷകളിലേക്കുള്ള വിവർത്തനം :
Capable of being corrupted.
Corruptible judges.അർത്ഥം : ଖରାପ ବା ନିନ୍ଦନୀୟ ଚରିତ୍ରର
							ഉദാഹരണം : 
							ଦୁଶ୍ଚରିତ୍ର ବ୍ୟକ୍ତି ସମାଜପାଇଁ ଅଭିଶାପ
							
പര്യായപദങ്ങൾ : ଅନାଚାରୀ, ଅପଚାରୀ, କଦାଚାରୀ, କୁମାର୍ଗୀ, କୁଲଷଣ, ଚରିତ୍ରହୀନ, ଦୁରାଚାରୀ, ଦୁଶ୍ଚରିତ୍ର, ଭ୍ରଷ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
Unrestrained by convention or morality.
Congreve draws a debauched aristocratic society.അർത്ഥം : ଭ୍ରଷ୍ଟାଚାର ସମ୍ବନ୍ଧୀୟ
							ഉദാഹരണം : 
							ଭ୍ରଷ୍ଟାଚାରୀ ଗତିବିଧିରେ ଲିପ୍ତ ହେବାରୁ ସେ ନିଲମ୍ବିତ ହେଲେ
							
മറ്റ് ഭാഷകളിലേക്കുള്ള വിവർത്തനം :