അർത്ഥം : ବାଟବଣା ହେବା କ୍ରିୟା
							ഉദാഹരണം : 
							ମନର୍ ଭ୍ରମ ହେବାର କୌଣସି ଅନ୍ତ ନାହିଁ
							
പര്യായപദങ്ങൾ : ପଥଭ୍ରଷ୍ଟ, ବାଟବଣା
മറ്റ് ഭാഷകളിലേക്കുള്ള വിവർത്തനം :
Travelling about without any clear destination.
She followed him in his wanderings and looked after him.അർത്ഥം : କାହା ପ୍ରତି ମନରେ ଉତ୍ପନ୍ନ ହୋଇଥିବା ଭୁଲ ଧାରଣା
							ഉദാഹരണം : 
							ଆପଣଙ୍କ ସହ ମିଶିବା ପରେ ମୋର ଭ୍ରାନ୍ତି ଦୂର ହୋଇଗଲା  ଆପଣ ଏହି ଭ୍ରାନ୍ତିରେ ରୁହନ୍ତୁ ନାହିଁ ଯେ ମୁଁ ଆପଣଙ୍କର କିଛି ଅନିଷ୍ଟ କରିପାରିବି ନାହିଁ
							
പര്യായപദങ്ങൾ : ଭ୍ରାନ୍ତ ଧାରଣା, ଭ୍ରାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
An understanding of something that is not correct.
He wasn't going to admit his mistake.അർത്ഥം : କାହାକୁ ଅନ୍ୟ କିଛି ଭାବିବା, ବୁଝିବା କ୍ରିୟା ବା ଭାବ
							ഉദാഹരണം : 
							ଅନ୍ଧାରରେ ଦଉଡ଼ିକୁ ଦେଖି ସାପର ଭ୍ରମ ହୋଇଥାଏ
							
പര്യായപദങ്ങൾ : ଧୋକା, ପ୍ରତିଭାସ, ବିଭ୍ରମ, ଭ୍ରାନ୍ତଧାରଣା, ଭ୍ରାନ୍ତି, ମିଥ୍ୟାଜ୍ଞାନ
മറ്റ് ഭാഷകളിലേക്കുള്ള വിവർത്തനം :