അർത്ഥം : କୌଣସି ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁବାନ୍ଧବ ଏବଂ ସାହିପଡ଼ିଶାଙ୍କୁ ଭୋଜିଭାତ ଖୁଆଇବା ବ୍ୟବସ୍ଥା
							ഉദാഹരണം : 
							ସେ ଆଜି ସମସ୍ତଙ୍କୁ ପ୍ରୀତିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି
							
പര്യായപദങ്ങൾ : ପ୍ରୀତିଭୋଜନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକାଧିକଲୋକ ଏକାଠି ବସି ଭୋଜନ କରୁଥିବା କ୍ରିୟା
							ഉദാഹരണം : 
							ଆଜି ରାମ ଘରେ ଭୋଜି ଅଛି
							
പര്യായപദങ്ങൾ : ପଂକ୍ତିଭୋଜନ, ପଙ୍ଗତ, ଭୋଜିଭାତ
മറ്റ് ഭാഷകളിലേക്കുള്ള വിവർത്തനം :