അർത്ഥം : ହିନ୍ଦୁମାନଙ୍କର ଚାରିବର୍ଣ୍ଣ ମଧ୍ୟରୁ ପ୍ରଥମ ବର୍ଣ୍ଣର ମନୁଷ୍ୟ
							ഉദാഹരണം : 
							ପଣ୍ଡିତ ଶ୍ୟାମନାରାୟଣ ଜଣେ ଶ୍ରେଷ୍ଠ ବ୍ରାହ୍ମଣ  ଆଜିର ବ୍ରାହ୍ମଣମାନେ ନିଜ କାମରେ ଲକ୍ଷ୍ୟହୀନ  ବ୍ରାହ୍ମଣମାନଙ୍କ ଉତ୍ପତ୍ତି ଅଗ୍ନିରୁ ହୋଇଛି ବୋଲି ବିଚାର କରାଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
हिंदुओं के चार वर्णों में से पहले वर्ण का मनुष्य।
पंडित श्याम नारायण एक श्रेष्ठ ब्राह्मण हैं।അർത്ഥം : ହିନ୍ଦୁମାନଙ୍କ ଚାରି ବର୍ଣ୍ଣ ମଧ୍ୟରେ ପ୍ରଥମ ବର୍ଣ୍ଣ ବା ଜାତି ଯାହାଙ୍କର ମୁଖ୍ୟ କାମ ପଢ଼ିବା, ପଢ଼ାଇବା,ଯଜ୍ଞ ଓ ଜ୍ଞାନପୋଦେଶ ଇତ୍ୟାଦି
							ഉദാഹരണം : 
							ବ୍ରାହ୍ମଣ ନିଜ କର୍ମଠାରୁ ପ୍ରତିଦିନ ଦୂରେଇ ଯାଉଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବେଦକୁ ବ୍ୟାଖ୍ୟା କରୁଥିବା ଯେଉଁ ଖଣ୍ଡଟି ଗଦ୍ୟାକାରରେ ଅଛି ଏବଂ ଯେଉଁଥିରେ କର୍ମକାଣ୍ଡର ବ୍ୟାଖ୍ୟା କରାଯାଇଛି
							ഉദാഹരണം : 
							ପ୍ରତି ବେଦର ଏକ ବା ଏକାଧିକ ବ୍ରାହ୍ମଣ ରହିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
वेद का व्याख्या वाला वह खण्ड जो गद्य में है एवं जिसमें कर्मकाण्डों की व्याख्या की गयी है।
हर वेद के एक या एक से अधिक ब्राह्मण हैं।