അർത്ഥം : ଗୋଳାବାରୁଦ ଆଦି ଫୁଟି ହେଉଥିବା ଶବ୍ଦ
							ഉദാഹരണം : 
							ଜୋରରେ ବିସ୍ଫୋଟନ ହେଲା ଏବଂ ଦେଖୁ ଦେଖୁ ଏକ ବିରାଟ ଅଟ୍ଟାଳିକା ମାଟିରେ ମିଶିଗଲାବମ୍ ବିସ୍ଫୋଟନ ଶୁଣି ଭିଡ଼ ଛିନ୍ନ-ଛତ୍ର ହୋଇଗଲା
							
പര്യായപദങ്ങൾ : ଧମାକା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭିତରେ ଭର୍ତ୍ତିହୋଇଥିବା ନିଆଁ ବା ଗରମର ଫୁଟି ଉଠିବା କାରଣରୁ ବାହାରକୁ ଆସିବାର କ୍ରିୟା
							ഉദാഹരണം : 
							ଆଗ୍ନେୟଗିରିର ବିସ୍ଫୋରଣରେ ବହୁତ କ୍ଷତି ହେଲା
							
പര്യായപദങ്ങൾ : ବିସ୍ଫୋରଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭିତରର ଉତ୍ତାପରେ ବାହାର ଅଂଶ ଗରମ ହେବା ଓ ଫାଟିଯିବାର କ୍ରିୟା
							ഉദാഹരണം : 
							ବମ୍ ବିସ୍ଫୋଟନରେ କୋଡ଼ିଏ ଜଣ ଲୋକଙ୍କ ପ୍ରାଣ ଚାଲିଗଲା
							
പര്യായപദങ്ങൾ : ବିସ୍ଫୋରଣ
മറ്റ് ഭാഷകളിലേക്കുള്ള വിവർത്തനം :