അർത്ഥം : ବିଛଣା, କପଡ଼ାଆଦି ଭୂମି ଉପରେ ବା କୌଣସି ସମତଳ ବସ୍ତୁଆଦି ଉପରେ ସଂପୂର୍ଣ୍ଣ ଦୂରତା ପର୍ଯ୍ୟନ୍ତ ବିସ୍ତାର କରିବା
							ഉദാഹരണം : 
							ସେ ଖଟ ଉପରେ ଚଦର ବିଛାଇଲା
							
പര്യായപദങ്ങൾ : ବିସ୍ତାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଛାଇବାର କାମ ଅନ୍ୟ କାହାଦ୍ୱାରା କରାଇବା
							ഉദാഹരണം : 
							ଆଈ ଚାକରାଣୀଦ୍ୱାରା ବିଛଣା ବିଛାଇଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରିକୁ ବିସ୍ତୃତ ହେବାପାଇଁ ପ୍ରବୃତ୍ତ କରିବା
							ഉദാഹരണം : 
							ଗୀତା ଚାକରଦ୍ୱାରା ଖରାରେ କପଡ଼ା ବିଛାଉଛି
							
പര്യായപദങ്ങൾ : ବିସ୍ତାର କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :