അർത്ഥം : ଏକ ପ୍ରକାରର କାମ ବା ବାତାବରଣରେ ବିବ୍ରତ ହେବା
							ഉദാഹരണം : 
							କେବେକେବେ କଂପ୍ୟୁଟରରେ ବସିବସି ବିରକ୍ତ ଲାଗେ
							
പര്യായപദങ്ങൾ : ଆଲୋଡ଼ିତ ହେବା, ବିରକ୍ତ ଲାଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମନ ଚଞ୍ଚଳ ହେବା
							ഉദാഹരണം : 
							ରାଧାର ସୌନ୍ଦର୍ଯ୍ୟ ଦେଖି ମୋହନର ମନ ଅଥୟ ହେଲା
							
പര്യായപദങ്ങൾ : ଅଥୟ ହେବା, ଅସ୍ଥିର ହେବା, ଆନ୍ଦୋଳିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :