അർത്ഥം : ବିଲରେ ଉଠୁଥିବା ଏକ ପ୍ରକାର ଘାସ
							ഉദാഹരണം : 
							ଅତ୍ୟଧିକ ବାଳୁଙ୍ଗା ହେବା ଯୋଗୁଁ ଧାନ ଫସଲ ଦବି ଯାଇଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
							ഉദാഹരണം : 
							ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
							
പര്യായപദങ്ങൾ : ଅଧୀର, ଅଧୈର୍ଯ୍ୟବାନ, ଅନବସ୍ଥିତ, ଚଞ୍ଚଳ, ଚପଳ, ଧୈର୍ଯ୍ୟହୀନ
മറ്റ് ഭാഷകളിലേക്കുള്ള വിവർത്തനം :