അർത്ഥം : ପ୍ରେକ୍ଷାଳୟ ଭିତରେ କେବଳ ପଛଆଡ଼କୁ ଥିବା ପ୍ରଥମ ମହଲାର ଉପର ମହଲା
							ഉദാഹരണം : 
							ବାଲକୋନୀ ଟିକେଟ ମିଳିଲାନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
An upper floor projecting from the rear over the main floor in an auditorium.
balconyഅർത്ഥം : ଘରର କାନ୍ଥଠାରୁ ବାହାରକୁ ବାହାରିଥିବା ଯେଉଁ ଅଂଶ ଲୁହାଛଡ଼ଦ୍ୱାରା ଘେରାହୋଇଥାଏ
							ഉദാഹരണം : 
							ସେମାନେ ସଂଧ୍ୟା ସମୟରେ ବାଲକୋନୀରେ ହିଁ ଚା ପିଅନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
A platform projecting from the wall of a building and surrounded by a balustrade or railing or parapet.
balcony