അർത്ഥം : ଦେଶରୁ ବହିଷ୍କୃତ ହେବା ଦଣ୍ଡ
							ഉദാഹരണം : 
							ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
							
പര്യായപദങ്ങൾ : ନିର୍ବାସନ, ନିର୍ବାସିତ, ବାହାର
മറ്റ് ഭാഷകളിലേക്കുള്ള വിവർത്തനം :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.അർത്ഥം : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							ഉദാഹരണം : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
പര്യായപദങ്ങൾ : ବର୍ଜନ, ବହିଷ୍କରଣ
മറ്റ് ഭാഷകളിലേക്കുള്ള വിവർത്തനം :
A group's refusal to have commercial dealings with some organization in protest against its policies.
boycottഅർത്ഥം : ବାହାର କରିବା ବା ନିକାଲିବା କ୍ରିୟା
							ഉദാഹരണം : 
							ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ  ବହିଷ୍କାର କଲା
							
പര്യായപദങ്ങൾ : ବହିଷ୍କରଣ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
							ഉദാഹരണം : 
							ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
							
പര്യായപദങ്ങൾ : ନିର୍ବାସନ, ନିଷ୍କାସନ
മറ്റ് ഭാഷകളിലേക്കുള്ള വിവർത്തനം :
The act of expelling a person from their native land.
Men in exile dream of hope.