അർത്ഥം : ବସାଇବାର କ୍ରିୟା
							ഉദാഹരണം : 
							ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
							ഉദാഹരണം : 
							ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
							
പര്യായപദങ്ങൾ : ଉପବେଶନ କରାଇବା, ଚଢ଼ାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା
							ഉദാഹരണം : 
							ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ
							
പര്യായപദങ്ങൾ : ସ୍ଥାନଦେବା, ସ୍ଥାପନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭଲ ଭାବରେ ସ୍ଥିର କରିବା
							ഉദാഹരണം : 
							ରାଜମିସ୍ତ୍ରୀ ଚଟାଣରେ ଟାଇଲ ବସାଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦରେ ନିଯୁକ୍ତ କରିବା
							ഉദാഹരണം : 
							ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ତକ୍ଷଶିଳାଋ ସିଂହାସନରେ ବସାଇଲେ
							
പര്യായപദങ്ങൾ : ଆସୀନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
							ഉദാഹരണം : 
							ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
							
പര്യായപദങ്ങൾ : ଚଢାଇବା, ସବାର କରେଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।