അർത്ഥം : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
							ഉദാഹരണം : 
							ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
							
പര്യായപദങ്ങൾ : ବହିଷ୍କରଣ, ବହିଷ୍କାର
മറ്റ് ഭാഷകളിലേക്കുള്ള വിവർത്തനം :
A group's refusal to have commercial dealings with some organization in protest against its policies.
boycottഅർത്ഥം : କୌଣସି କାରଣରୁ ସଭା,କାର୍ଯ୍ୟ ଆଦି ଛାଡ଼ି ଚାଲିଯିବାର ପ୍ରକ୍ରିୟା
							ഉദാഹരണം : 
							ବିରୋଧୀ ଦଳ ସଭ୍ୟମାନେ ଆଜି ସଂସଦ ସଭା ବର୍ଜନ କଲେ
							
പര്യായപദങ്ങൾ : ପରିତ୍ୟାଗ, ୱାକଆଉଟ
മറ്റ് ഭാഷകളിലേക്കുള്ള വിവർത്തനം :
The act of walking out (of a meeting or organization) as a sign of protest.
There was a walkout by the Black members as the chairman rose to speak.