അർത്ഥം : ଜୋରରେ ଭଡ଼ଭଡ଼ ବା ବକବକ ହେବା
							ഉദാഹരണം : 
							କେତେବେଳ ଯାଏଁ ବକବକ ହେଉଥିବ,ଏବେ ସେତିକିରେ ବନ୍ଦ କର
							
പര്യായപദങ്ങൾ : ବୃଥାରେ ଗପିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନ୍ୟର କଥା ନ ଶୁଣି ନିଜକଥା ଅନବରତ କହିଚାଲିବା
							ഉദാഹരണം : 
							ମୀନା ଦେଶାଇ କେବଳ ନିଜ ବିଷୟରେ ହିଁ ବକବକ କରେ
							
പര്യായപദങ്ങൾ : ବକବକ କରିବା
മറ്റ് ഭാഷകളിലേക്കുള്ള വിവർത്തനം :