അർത്ഥം : ଶୂନ୍ୟକୁ ଫୋଫାଡିବା
							ഉദാഹരണം : 
							ମୋହନ ଶ୍ୟାମଆଡ଼କୁ ବଲ୍ ପକେଇଲା
							
പര്യായപദങ്ങൾ : ପାଶୁପତପକେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
							ഉദാഹരണം : 
							ଅଳିଆ ଗଦାରେ ଅଳିଆ ପକାଯାଏ
							
പര്യായപദങ്ങൾ : ପକେଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
							ഉദാഹരണം : 
							ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
							
പര്യായപദങ്ങൾ : ନିକ୍ଷେପ କରିବା, ଫିଙ୍ଗିବା
മറ്റ് ഭാഷകളിലേക്കുള്ള വിവർത്തനം :