അർത്ഥം : ଫାଟିବା ପ୍ରକ୍ରିୟା ବା ଭାବ
							ഉദാഹരണം : 
							ଫାଟିବା ପରେ ହିଁ ଗହମକୁ ବସ୍ତାରେ ରଖିବାକୁ ହେବ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶୁଖିବା କାରଣରୁ ଫାଟିଯିବା
							ഉദാഹരണം : 
							ଶୁଖିଲା ପଡ଼ିବା କାରଣରୁ ଜମି ଫାଟିଗଲା
							
പര്യായപദങ്ങൾ : ବିଦୀର୍ଣ୍ଣ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
							ഉദാഹരണം : 
							ଏହି ଢୋଲ ଫାଟିଗଲା
							
പര്യായപദങ്ങൾ : ଫୁଟିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁର କିଛି ଅଂଶ ଅଲଗା ହୋଇଯିବା
							ഉദാഹരണം : 
							ଶିମିଳି ଫଳ ଶୁଖିବାମାତ୍ରେ ଫାଟିଯାଏ
							
അർത്ഥം : ଅତ୍ୟଧିକ ପୀଡ଼ା ହେବା
							ഉദാഹരണം : 
							ଆଜି ସକାଳରୁ ହିଁ ବିନ୍ଧାରେ ମୋ ମୁଣ୍ଡ ଫାଟିଯାଉଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପୋଲା ବସ୍ତୁରେ ଏକ ପ୍ରକାର ଫାଟ ପଡ଼ିଯିବା, ଯାହାଦ୍ୱାରା ଭିତରର ବସ୍ତୁ ବାହାରକୁ ବାହାରି ଆସେ ବା ଦେଖା ଯାଏ
							ഉദാഹരണം : 
							ତାହାର ଝୁଲା ଫାଟିଗଲା ଏବଂ ସବୁ ଜିନିଷ ରାସ୍ତାରେ ବୁଣି ହୋଇଗଲା
							
മറ്റ് ഭാഷകളിലേക്കുള്ള വിവർത്തനം :
किसी पोली वस्तु में इस प्रकार दरार पड़ जाना जिससे उसके अंदर तक दिखाई देने लगे।
उसका झोला फट गया और सारा समान रास्ते में बिखर गया।അർത്ഥം : ସୁଖିବା ବା କୁଞ୍ଚିତ ହେବା କାରଣରୁ ଫାଟିବା
							ഉദാഹരണം : 
							ଶୀତ ଦିନରେ ତେଲ ଆଦି ନ ଲଗାଇବାରୁ ଚମଡ଼ା ଫାଟିଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
सूखने या सिकुड़ने के कारण चिटकना या फटना।
जाड़े के दिनों में तेल आदि न लगाने से त्वचा चर्राती है।