അർത്ഥം : ଯେଉଁ ଫସଲ ଏବେବି ଖେତରେ ଅଛି, କଟା ହୋଇନାହିଁ
							ഉദാഹരണം : 
							ଠିଆ ହୋଇଥିବା ଧାନ ଫସଲ ଏବେ କାଟିବା ଯୋଗ୍ୟ ହୋଇଗଲାଣି  କୃଷକ ଫସଲ କାଟିବାକୁ ଗଲାଣି
							
പര്യായപദങ്ങൾ : ଠିଆ ଫସଲ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କ୍ଷେତରେ ଉତ୍ପନ୍ନ କରାଯାଉଥିବା ଶସ୍ୟଆଦି ଯାହା ଏବେ ଛୋଟ ଚାରା ଆକାରରେ ଲଗାଯାଇଛି
							ഉദാഹരണം : 
							ଏ ବର୍ଷ ବର୍ଷା କମ୍ ହେବାରୁ ଧାନ ଫସଲ ଭଲ ହୋଇନାହିଁ
							
പര്യായപദങ്ങൾ : ଶସ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :