അർത്ഥം : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
							ഉദാഹരണം : 
							ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
							
പര്യായപദങ്ങൾ : ଆସିବା, କରଗତ କରିବା, ପାଇବା, ପ୍ରାପ୍ତ ହେବା, ମିଳିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।അർത്ഥം : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
							ഉദാഹരണം : 
							ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
							
പര്യായപദങ്ങൾ : ଗ୍ରହଣ କରିବା, ନେବା, ପାଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।അർത്ഥം : ତୁଳନା କରି ପାରିବା
							ഉദാഹരണം : 
							ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ
							
പര്യായപദങ്ങൾ : ପାଇବା
മറ്റ് ഭാഷകളിലേക്കുള്ള വിവർത്തനം :