അർത്ഥം : କିଛି ଜାଣିବା ବା ପରଖିବା ପାଇଁ ଯେଉଁ କଥା ପଚରାଯାଏ ଏବଂ ଯାହାର କିଛି ଉତ୍ତର ଥାଏ
							ഉദാഹരണം : 
							ସେ ମୋ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
A sentence of inquiry that asks for a reply.
He asked a direct question.അർത്ഥം : କେତେକ ଅଡ଼ୁଆ କିନ୍ତୁ ବିଚାରଣୀୟ କଥା ଯାହାର ନିରାକରଣ ସହଜରେ ହୋଇପାରେ ନାହିଁ
							ഉദാഹരണം : 
							ବେରୋଜଗାରୀ ଦେଶପାଇଁ ଏକ ବଡ଼ ସମସ୍ୟା  ପ୍ରଥମେ ଏହି ସମସ୍ୟାକୁ ସମାଧାନ କର
							
പര്യായപദങ്ങൾ : ଦୂରୁହ ବିଷୟ, ସଙ୍କଟ, ସମସ୍ୟା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଚାରିବା ବା ପ୍ରଶ୍ନ କରିବା କ୍ରିୟା
							ഉദാഹരണം : 
							କେବେ କେବେ ଛୁଆଙ୍କର ଜିଜ୍ଞାସାର ଉତ୍ତର ଦେବା କଠିନ ହୋଇଯାଏ
							
പര്യായപദങ്ങൾ : ଜିଜ୍ଞାସା
മറ്റ് ഭാഷകളിലേക്കുള്ള വിവർത്തനം :