അർത്ഥം : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି
							ഉദാഹരണം : 
							ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି
							
പര്യായപദങ്ങൾ : ପ୍ରାର୍ଥୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ଆଶା କରନ୍ତି
							ഉദാഹരണം : 
							ପ୍ରତ୍ୟାଶୀ ବ୍ୟକ୍ତି କେବେବି ନିରାଶ ହୁଅନ୍ତି ନାହିଁ
							
പര്യായപദങ്ങൾ : ଆଶାବାଦୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାକୁ ଅପେକ୍ଷା ହୋଇଛି
							ഉദാഹരണം : 
							ମୁଁ କାହାର ପ୍ରତ୍ୟାଶୀ ନାହିଁ, ଯାହା ବି କରିବି ନିଜ ବଳରେ କରିବି
							
പര്യായപദങ്ങൾ : ପ୍ରତୀକ୍ଷିତ, ପ୍ରତ୍ୟାଶିତ
മറ്റ് ഭാഷകളിലേക്കുള്ള വിവർത്തനം :