അർത്ഥം : କୌଣସି ନିଶ୍ଚୟ, ବିଦ୍ଧିଆଦିରେ ଆସୁଥିବା କଠିନତାରୁ ରକ୍ଷାପାଇବାପାଇଁ ବାହାର କରାଯାଉଥିବା ମାର୍ଗ ବା ନିଶ୍ଚିତ କରାଯାଉଥିବା ବିଧାନ
							ഉദാഹരണം : 
							ସରକାର ଏହି ସର୍ତ୍ତ ରଖିଛନ୍ତି ଯେ ଅଧିକ ମାତ୍ରାରେ ଚିନି ଉତ୍ପାଦନ କରୁଥିବା ରାଜ୍ୟକୁ ହିଁ ଏହି ସୁବିଧା ଦିଆଯିବ
							
പര്യായപദങ്ങൾ : ସର୍ତ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶତରଞ୍ଜ ଖେଳରେ ଏଭଳି ଗୋଟିଏ ଅବସ୍ଥା ଯେତେବେଳେ ଶାହାକୁ ପାଲିର ଆଉ କୌଣସି ଦାନକୁ ଚାଲିବାକୁ ଜାଗା ନଥାଏ
							ഉദാഹരണം : 
							ପ୍ରତିବନ୍ଧ କାରଣରୁ ତାଙ୍କୁ ଖେଳ ବନ୍ଦ କରିବାକୁ ପଡ଼ିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
Drawing position in chess: any of a player's possible moves would place his king in check.
stalemate