അർത്ഥം : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
							ഉദാഹരണം : 
							ଚୁଲିରେ ନିଆଁ ଜଳୁଛି
							
പര്യായപദങ്ങൾ : ଜଳିବା, ଦଗ୍ଧହେବା
മറ്റ് ഭാഷകളിലേക്കുള്ള വിവർത്തനം :
Start to burn or burst into flames.
Marsh gases ignited suddenly.അർത്ഥം : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
							ഉദാഹരണം : 
							ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
							
പര്യായപദങ്ങൾ : ଜଳିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସିଝିବାର କାମ କରିବା
							ഉദാഹരണം : 
							ଟାଣଖରା ଆମକୁ ସିଝାଇଦେଲା  ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ
							
പര്യായപദങ്ങൾ : ସିଝିବା
മറ്റ് ഭാഷകളിലേക്കുള്ള വിവർത്തനം :