അർത്ഥം : ଯାହା ବିତିଯାଇଥିବା ସମୟ ସହ ସମ୍ବନ୍ଧିତ
							ഉദാഹരണം : 
							ଅତୀତକାଳର ବିବାଦକୁ ଭୁଲି ଆମକୁ ବନ୍ଧୁତାର ହାତ ବଢ଼ାଇବା ଆବଶ୍ୟକ
							
പര്യായപദങ്ങൾ : ଅତୀତକାଳର, ଭୂତକାଳର
മറ്റ് ഭാഷകളിലേക്കുള്ള വിവർത്തനം :
जो बीते हुए समय से संबंधित हो।
भूत कालीन विवादों को भूलाकर हमें दोस्ती का हाथ बढ़ाना चाहिए।അർത്ഥം : ଏହି ସମୟର ପୂର୍ବରୁ ବା ଯାହା ପୂର୍ବକାଳ ସହିତ ସମ୍ବନ୍ଧିତ
							ഉദാഹരണം : 
							ମୁଁ ମୋର ପୁରୁଣା ବନ୍ଧୁକୁ ଦେଖା କରିବାକୁ ଯାଉଛି
							
പര്യായപദങ്ങൾ : ପୁରୁଣା, ପୂର୍ବକାଳୀନ, ପୂର୍ବଦିନର, ପ୍ରାଚୀନ
മറ്റ് ഭാഷകളിലേക്കുള്ള വിവർത്തനം :
इस समय से पहले का या जो पूर्व काल से संबंधित हो।
कल मैं एक पुराने किले को देखने गया था।അർത്ഥം : ଯାହା ବହୁତଦିନ ତଳେ ଘଟିଥିଲା ବା ତିଆରି ହୋଇଥିଲା
							ഉദാഹരണം : 
							ଏହି ସଂଗ୍ରହାଳୟରେ ବହୁ ପ୍ରାଚୀନ ବସ୍ତୁ ସଂଗୃହୀତ ହୋଇଛି  ପ୍ରାଚୀନ କାଳରେ ଭାରତ ବିଶ୍ୱଶିକ୍ଷାର କେନ୍ଦ୍ରବିନ୍ଦୁ ଥିଲା
							
പര്യായപദങ്ങൾ : ପୁରାତନ, ପୁରୁଣା, ପୂର୍ବକାଳୀନ, ପ୍ରାଚୀନ
മറ്റ് ഭാഷകളിലേക്കുള്ള വിവർത്തനം :