അർത്ഥം : କୌଣସି ସ୍ଥାନରେ ପହଞ୍ଚିବାର ପ୍ରକ୍ରିୟା
							ഉദാഹരണം : 
							ଆଜି ତାଙ୍କର ଭୁବନେଶ୍ୱରରେ ପହଞ୍ଚିବା ଦରକାର
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ସ୍ଥାନରୁ ଆସି ଅନ୍ୟ ସ୍ଥାନରେ ଉପସ୍ଥିତ ହେବା
							ഉദാഹരണം : 
							ଶ୍ୟାମ ଆଜି ଆସିବ  ସେ ଆଜି ହିଁ ଦିଲ୍ଲୀରେ ପହଞ୍ଚିଲା
							
പര്യായപദങ്ങൾ : ଆଗମନ କରିବା, ଆସିବା, ଉପସ୍ଥିତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପଦ, ସ୍ଥାନ ଆଦି ପର୍ଯ୍ୟନ୍ତ ପହଞ୍ଚିବା
							ഉദാഹരണം : 
							ବିନୋଦ ଭଳି ମୁଁ ମଧ୍ୟ ଆଜି କଲେକ୍ଟର ପଦ ପର୍ଯ୍ୟନ୍ତ ପହଞ୍ଚିଛି  ନିଜ ପରିଶ୍ରମ ବଳରେ ସେ ଏହି ପର୍ଯ୍ୟନ୍ତ ପହଞ୍ଚିଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କାହାକୁ ଠିକ ଜାଗାରେ ପହଞ୍ଚେଇବା
							ഉദാഹരണം : 
							ଡଙ୍ଗା ନଦୀ କୂଳରେ ଲାଗିଲା
							
പര്യായപദങ്ങൾ : ଲାଗିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖବର ରଖିବା ବା ବୁଝେଇବାରେ ସମର୍ଥ ହେବା
							ഉദാഹരണം : 
							ଅନ୍ତତଃ ମୁଁ ଏହି ନିଷ୍କର୍ଷରେ ପହଞ୍ଚିଲି
							
പര്യായപദങ്ങൾ : ଉପନୀତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଭିପ୍ରାୟ ବା ଉଦ୍ଦେଶ୍ୟ ବୁଝିବା
							ഉദാഹരണം : 
							ମୁଁ ବହୁତ କଷ୍ଟରେ ଏହି କଥାର ମୂଳରେ ପହଞ୍ଚିଲି
							
പര്യായപദങ്ങൾ : ଉପନୀତ ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଠାଯାଇଥିବା ବା ଆସିଥିବା ବସ୍ତୁ କାହାକୁ ପ୍ରାପ୍ତ ହେବା
							ഉദാഹരണം : 
							ତିନି ସପ୍ତାହ ପୂର୍ବରୁ ପଠାଯାଇଥିବା ଚିଠି ମୋ ପାଖରେ ଏବେ ପର୍ଯ୍ୟନ୍ତ ପହଞ୍ଚିନାହିଁ
							
പര്യായപദങ്ങൾ : ମିଳିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ପ୍ରାପ୍ତ ହେବା
							ഉദാഹരണം : 
							ରହିମ ଏବେ ମରଣାସନ୍ନ ଅବସ୍ଥାରେ ପହଞ୍ଚିଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନ ପର୍ଯ୍ୟନ୍ତ ବିସ୍ତାରିତ ହେବା
							ഉദാഹരണം : 
							ବନ୍ୟାର ପାଣି ଗାଁ ପର୍ଯ୍ୟନ୍ତ ପହଞ୍ଚିଗଲା
							
പര്യായപദങ്ങൾ : ବିସ୍ତାରିତ ହେବା, ମାଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :