କ୍ଷୟ (ବିଶେଷ୍ୟ)
କୌଣସି ଜିନିଷର ଖୁଣ,ଖରାପ ବା କ୍ଷୀଣ ହେବା ଅଥବା କାହାରି ଦ୍ବାରା ନଷ୍ଟ କରାଯିବା ଦ୍ବାରା ହେଉଥିବା କ୍ଷତି
ପ୍ରତିଶବ୍ଦ (ବିଶେଷ୍ୟ)
ସେ ଧ୍ୱନି ବା ଶବ୍ଦ ଯାହା ନିଜର ଉତ୍ପତ୍ତି ସ୍ଥାନରୁ ବାହାରି କେଉଁଠାରୁ ବାଧାପାଇ ଫେରେ ଏବଂ ପୁଣି ତାହା ଶୁଣିବାକୁ ମିଳେ
ମାନକ (ବିଶେଷ୍ୟ)
ସ୍ଥିର କରାଯାଇଥିବା ମାନ ବା ମାପ ଯାହା ଅନୁସାରେ କୌଣସି ଯୋଗ୍ୟତା, ଶ୍ରେଷ୍ଠତା, ଗୁଣଆଦିର ଅନୁମାନ ବା କଳ୍ପନା କରାଯାଏ
ସନ୍ଧିବିଚ୍ଛେଦ (ବିଶେଷ୍ୟ)
ବ୍ୟାକରଣରେ ସନ୍ଧି ବିଚ୍ଛେଦ
ସ୍ଥିତି (ବିଶେଷ୍ୟ)
କୌଣସି ବିଷୟ, କଥା ବା ଘଟଣାର କୌଣସି ବିଶେଷ ସ୍ଥିତି
ଅମରକୋଷ (ବିଶେଷ୍ୟ)
ଅମର ସିଂହଙ୍କଦ୍ୱାରା ରଚିତ ଗୋଟିଏ ଶବ୍ଦକୋଷ
ଅପକାର (ବିଶେଷ୍ୟ)
ଉପକାରର ବିପରୀତ କାମ ବା ଅନୁଚିତ ବା ଖରାପ କାମ
ଘୋଷଣା (ବିଶେଷ୍ୟ)
କୌଣସି ବିଶେଷ ସିଦ୍ଧାନ୍ତ, ପକ୍ଷ ବା ଦଳଆଦିର ସ୍ଲୋଗାନ ଯାହା ଲୋକମାନଙ୍କୁ ଆକୃଷ୍ଟ କରିବା ଅଭିପ୍ରାୟରେ ବ୍ୟବହୃତ ହୁଏ
ଅଭିଧାନ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
କଠ ଉପନିଷଦ (ବିଶେଷ୍ୟ)
ମୁଖ୍ୟ ଉପନିଷଦଗୁଡ଼ିକ ମଧ୍ୟରୁ ଯେଉଁଥିରେ ଯମ ତଥା ନଚିକେତାଙ୍କ ଉପାଖ୍ୟାନ ରହିଛି