അർത്ഥം : ପ୍ରାଥମିକ ସାମାଜିକ ବର୍ଗ ଯେଉଁଥିରେ ମାଆ-ବାପା ଏବଂ ସେମାନଙ୍କ ପିଲାମାନେ ସାମିଲ ଥାନ୍ତି
							ഉദാഹരണം : 
							ଚାକିରି ମିଳିଲା ମାତ୍ରେ ସେ ନିଜ ବାପା-ମାଆଙ୍କୁ ଭୁଲି କେବଳ ନିଜ ପରିବାର ପ୍ରତି ଧ୍ୟାନ ଦେବାକୁ ଲାଗିଲାକୃଷକ ଜଣକ ନିଜ ପୁଅମାନଙ୍କୁ ନିଜନିଜ ପରିବାରର ଭାର ସମ୍ଭାଳିବାକୁ କହିଲେ
							
പര്യായപദങ്ങൾ : ପରିବାର ବର୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ ଘରର ଲୋକ
							ഉദാഹരണം : 
							ମୋର ପରିବାର ଏକାଠି ବସି ଖାଆନ୍ତି
							
പര്യായപദങ്ങൾ : କୁଟୁମ୍ବ
മറ്റ് ഭാഷകളിലേക്കുള്ള വിവർത്തനം :