അർത്ഥം : ଯେଉଁ ବ୍ୟକ୍ତିଙ୍କର ଦୁଇଟିଯାକ ଗୋଡ ଛୋଟା ବା ବେକାର ହୋଇଯାଇଛି
							ഉദാഹരണം : 
							ସରକାର ପଙ୍ଗୁମାନଙ୍କ ନିମନ୍ତେ ଚକଲଗା ଚଉକି ବାଣ୍ଟିଲେ
							
പര്യായപദങ്ങൾ : ପଂଗୁ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ବ୍ୟକ୍ତିର ଗୋଟିଏ ଗୋଡ଼ ବେକାର ହୋଇଯାଇଛି ବା ଭାଙ୍ଗିଯାଇଛି
							ഉദാഹരണം : 
							ଛୋଟାଟି ବାଡ଼ିକୁ ଆଶ୍ରାକରି ଚାଲୁଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
Someone who is unable to walk normally because of an injury or disability to the legs or back.
crippleഅർത്ഥം : ଯେଉଁ ବ୍ୟକ୍ତିର ହାତ ବା ଗୋଡ଼ ବିକୃତ ହୋଇଛି
							ഉദാഹരണം : 
							ସର୍କସରେ ପଙ୍ଗୁର କୌଶଳ ଦେଖି ଦର୍ଶକମାନେ ଚକିତ ହେଲେ
							
പര്യായപദങ്ങൾ : ଅକର୍ମଣ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
वह जिसके हाथ या पैर में विकृति हो।
सरकस में लुंजों का कारनामा देखकर दर्शक हैरान थे।അർത്ഥം : ଯେଉଁ ସାଧୁ ଭିକ୍ଷାବୃତ୍ତି,ମଳମୂତ୍ରୋତ୍ସର୍ଗ ବା ଅନ୍ୟ କାମପାଇଁ ଦିନତମାମ ଏକ ଯୋଜନରୁ ଅଧିକ ଦୂର ଯାଆନ୍ତି ନାହିଁ
							ഉദാഹരണം : 
							ଜଣେ ପଙ୍ଗୁ ଓସ୍ତ ଗଛ ମୂଳରେ ବିଶ୍ରାମ କରୁଛନ୍ତି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ହାତ ବା ଗୋଡ଼ ବିକୃତ ହୋଇଥାଏ
							ഉദാഹരണം : 
							ଏହି ପ୍ରତିଯୋଗିତାରେ କେବଳ ଶାରିରୀକ ଅକ୍ଷମ ବ୍ୟକ୍ତିମାନେ ହିଁ ଭାଗ ନେଇପାରିବେ
							
പര്യായപദങ്ങൾ : ଅକର୍ମଣ୍ୟ, ଶାରିରୀକ ଅକ୍ଷମ
മറ്റ് ഭാഷകളിലേക്കുള്ള വിവർത്തനം :
जिसके हाथ या पैर में विकृति हो।
इस प्रयोगिता में केवल लुंज व्यक्ति ही भाग ले सकता है।അർത്ഥം : ଯାହାର କୌଣସି ଅଙ୍ଗ ନାହିଁ
							ഉദാഹരണം : 
							ରେଳରେ ଗୋଟିଏ ଗୋଡ଼ କଟିଯିବାରୁ ଶ୍ୟାମ ପଙ୍ଗୁ ହେଇଗଲା
							
പര്യായപദങ്ങൾ : ଅଙ୍ଗହୀନ
അർത്ഥം : ଯାହାର ଗୋଟିଏ ପାଦ ଅକାମୀ ହୋଇଯାଇଛି ବା ଭାଙ୍ଗିଯାଇଛି
							ഉദാഹരണം : 
							ଲେଙ୍ଗଡ଼ା ବ୍ୟକ୍ତିଟି ଆଶାବାଡ଼ି ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛି
							
പര്യായപദങ്ങൾ : ଲେଙ୍ଗଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :