അർത്ഥം : ଯେଉଁଥିରେ କୌଣସି ପ୍ରକାର ଶବ୍ଦ ବା ଧ୍ୱନି ନ ଥାଏ
							ഉദാഹരണം : 
							ନିଶବ୍ଦ ଜଙ୍ଗଲରେ ଚାଲିଲାବେଳେ ତାକୁ ଡର ଲାଗୁଥିଲା
							
പര്യായപദങ്ങൾ : ଶୂନ୍ଶାନ୍
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧ୍ୱନିରହିତ ବା ଯେଉଁଥିରେ ଶବ୍ଦ ନାହିଁ
							ഉദാഹരണം : 
							ରାତି ନିଶବ୍ଦ ଥିଲା ଏବଂ ସେ ଛାତ ଉପରେ ଛିଦା ହୋଇ ତାରାଗୁଡ଼ିକୁ ଦେଖୁଥିଲା
							
പര്യായപദങ്ങൾ : ଶବ୍ଦହୀନ