അർത്ഥം : କୌଣସି ବିଶେଷ ଢଙ୍ଗରେ ବା ବିଶେଷ ପ୍ରଭାବ ବା ପରିଣାମଦ୍ୱାରା କାମ କରିବା ବା ପ୍ରଭାବ ପକାଇବା
							ഉദാഹരണം : 
							ମୁଁ ତୁମ ନିଲମ୍ବନପାଇଁ କିଛି ଭୂମିକା ଗ୍ରହଣ କରିନାହିଁ
							
പര്യായപദങ്ങൾ : ଭୂମିକା ଗ୍ରହଣ କରିବା, ସଂପାଦନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Act or have an effect in a specified way or with a specific effect or outcome.
This factor played only a minor part in his decision.അർത്ഥം : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							ഉദാഹരണം : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
പര്യായപദങ്ങൾ : ଚଳାଇବା, ଧାରଣ କରିବା, ରଖିବା, ସ୍ଥାପନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी निश्चित या विशेष स्थिति आदि में रखना।
कमरे को साफ रखो।അർത്ഥം : ସମ୍ବନ୍ଧ, ବ୍ୟବହାର ଆଦି ଠିକ ଭାବରେ ଚଳାଇ ରଖିବା
							ഉദാഹരണം : 
							ଶାଶୁଘରେ ଯେକୌଣସି ପ୍ରକାରରେ ସୁସମ୍ପର୍କ ବଜାୟ ରଖିବାପାଇଁ ମାଆ ଝିଅକୁ ବୁଝେଇ କହିଲେ
							
പര്യായപദങ്ങൾ : ଚଳାଇ ରଖିବା, ଚଳାଇବା, ଚଳେଇନେବା, ବଜାୟ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
संबंध, व्यवहार आदि ठीक तरह से चलाए चलना।
माँ ने बेटी को समझाते हुए कहा कि तुम किसी तरह ससुराल में निभा लेना।അർത്ഥം : ନିର୍ବାହ କରିବା ବା ବିତାଇଥିବା
							ഉദാഹരണം : 
							ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
							
പര്യായപദങ്ങൾ : କାଟିବା, ବିତାଇବା
മറ്റ് ഭാഷകളിലേക്കുള്ള വിവർത്തനം :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।