അർത്ഥം : ଯେକୌଣସି ବସ୍ତୁ ବାହାରକୁ ବାହାରୁଥିବାର ମାର୍ଗ
							ഉദാഹരണം : 
							ନିର୍ଗମନ ନଳା ସଫା କରିବା ଉଚିତ
							
പര്യായപദങ്ങൾ : ନିର୍ଗମ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆଜ୍ଞା ଆଦି ବାହାରିବା ବା ପ୍ରକାଶିତ ହେବାର କାମ
							ഉദാഹരണം : 
							ନିର୍ଗମର ଅନୁସାରେ ସବୁକାମ ଆରମ୍ଭ ହେଲାଣି
							
പര്യായപദങ്ങൾ : ନିର୍ଗମ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ସ୍ଥାନରୁ ବା ଦେଶରୁ ବହୁତ ଅଧିକ ପରିମାଣରେ ବିଶେଷକରି ଧନ ଆଦି ବାହାରକୁ ଯାଉଥିବାର କାମ
							ഉദാഹരണം : 
							ମୁଦ୍ରାର ନିର୍ଗମନ ଉପରେ ପ୍ରତିବନ୍ଧ କିପରି ଲଗାଯାଇପାରିବ
							
പര്യായപദങ്ങൾ : ନିର୍ଗମ
മറ്റ് ഭാഷകളിലേക്കുള്ള വിവർത്തനം :