അർത്ഥം : ନ୍ୟାୟରେ ଏକ ପ୍ରକାର ନିଗ୍ରହସ୍ଥାନ
							ഉദാഹരണം : 
							ଏଠାରେ ନିରର୍ଥକର ସ୍ପଷ୍ଟ ଆଭାସ ମିଳୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉଦ୍ଦେଶ୍ୟର ଅଭାବ
							ഉദാഹരണം : 
							ଉଦ୍ଦେଶ୍ୟହୀନ ଜୀବନ ନିର୍ବାହ କରିବା କେଡ଼େ କଠିନ
							
പര്യായപദങ്ങൾ : ଅକାରଣ, ଅନାବଶ୍ୟକ, ଉଦ୍ଦେଶ୍ୟହୀନ, ନିଷ୍ପ୍ରୟୋଜନ, ପ୍ରୟୋଜନହୀନ, ବ୍ୟର୍ଥ
അർത്ഥം : ଯାହା ଉପଯୋଗୀ ନୁହେଁ ବା କୌଣସି ବ୍ୟବହାରରେ ଆସେ ନାହିଁ
							ഉദാഹരണം : 
							ଏହା ଆପଣଙ୍କପାଇଁ ଅନୁପଯୋଗୀ ବସ୍ତୁ  ଅନୁପଯୋଗୀ କଥାରେ ସମୟ ନଷ୍ଟ କରନାହିଁ
							
പര്യായപദങ്ങൾ : ଅକାରଣ, ଅନାବଶ୍ୟକ, ଅନୁପଯୋଗୀ, ଉପଯୋଗହୀନ, ଫାଲତୁ, ବେକାର, ବ୍ୟର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
जो उपयोगी न हो या किसी उपयोग में न आए।
यह आपके लिए अनुपयोगी वस्तु है।Having no beneficial use or incapable of functioning usefully.
A kitchen full of useless gadgets.അർത്ഥം : ଯାହାର କୌଣସି ଅର୍ଥ ନାହିଁ
							ഉദാഹരണം : 
							ତୁମର ଏହି ଅର୍ଥହୀନ ପ୍ରଶ୍ନପାଇଁ ମୋ ପାଖରେ କୌଣସି ଉତ୍ତର ନାହିଁ
							
പര്യായപദങ്ങൾ : ଅନର୍ଥକ, ଅର୍ଥଶୂନ୍ୟ, ଅର୍ଥହୀନ, ବୃଥା, ସାରହୀନ
മറ്റ് ഭാഷകളിലേക്കുള്ള വിവർത്തനം :
Having no meaning or direction or purpose.
A meaningless endeavor.അർത്ഥം : ଯାହାର କୌଣସି ଫଳ ବା ପରିଣାମ ନାହିଁ
							ഉദാഹരണം : 
							ମୁଁ ତାକୁ ବୁଝେଇବାରେ ନିଷ୍ଫଳ ହେଲି
							
പര്യായപദങ്ങൾ : ଅସିଦ୍ଧ, ନିଷ୍ଫଳ, ବିଫଳ, ବ୍ୟର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
Not successful. Having failed or having an unfavorable outcome.
unsuccessful