അർത്ഥം : ସଭାର ବୈଠକ, ଶୁଣାଣି ବା ଅନ୍ୟ କୌଣସି କାମକୁ ଅନ୍ୟ ସମୟ ବା ସ୍ଥାନ ନିମନ୍ତେ ଅଟକାଇ ଦେବାର କ୍ରିୟା ବା ଭାବ
							ഉദാഹരണം : 
							ପରିବାରର ସଦସ୍ୟଙ୍କ ମୃତ୍ୟୁ କାରଣରୁ ବିବାହକୁ ସ୍ଥଗିତ ରଖାଗଲା
							
പര്യായപദങ്ങൾ : ମୁଲତବି, ସାମୟିକ ନିବୃତ୍ତି, ସ୍ଥଗିତ
മറ്റ് ഭാഷകളിലേക്കുള്ള വിവർത്തനം :
The act of postponing to another time or place.
adjournmentഅർത്ഥം : ଫେରିବାର ଅବସ୍ଥା ବା ଭାବ
							ഉദാഹരണം : 
							ଆଜି ଶ୍ୟାମର ଗାଁରୁ ଲେଉଟଣ ସମ୍ଭବ ନୁହଁ
							
പര്യായപദങ്ങൾ : ପ୍ରତ୍ୟାବର୍ତ୍ତନ, ଲେଉଟଣ, ଲେଉଟା, ଲେଉଟାଣ, ଲେଉଟାଣି