അർത്ഥം : ଧାତୁ ନିର୍ମିତ ନଳୀ ଯେଉଁଥିରେ ସହରର ଘରଘରକୁ ଗାଧୋଇବା, ଧୋଇବା, ପିଇବାଆଦିର ପାଣି ପହଞ୍ଚେ
							ഉദാഹരണം : 
							ଏପର୍ଯ୍ୟନ୍ତ ନଳରେ ପାଣି ଆସିନାହିଁ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଳବାହିକାର ଏହି ନାଳ ଯେଉଁଥିରେ କଳ ଲାଗିଥାଏ ଏବଂ ଯାହାର ବୋତାମ ଟିପିଲେ ବା ଘୂରାଇଲେ ପାଣି ବାହାରେ
							ഉദാഹരണം : 
							ନଳକୁ ଖୋଲା ରଖିବା ଅନୁଚିତ
							
മറ്റ് ഭാഷകളിലേക്കുള്ള വിവർത്തനം :
जलवाहिनी का वह सिरा जिसमें टोंटी लगी होती है और जिसका पेंच दबाने या घुमाने से पानी निकलता है।
नल को खुला नहीं छोड़ना चाहिए।അർത്ഥം : ଜଣେ ଦାନବ
							ഉദാഹരണം : 
							ସିଂହିକାଙ୍କ ଗର୍ଭରୁ ନଳ ଜନ୍ମ ହୋଇଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସମୁଦ୍ର ଉପରେ ସେତୁ ନିର୍ମାଣ କରିଥିବା ରାମଙ୍କ ସେନାର ଜଣେ ବାନର
							ഉദാഹരണം : 
							ନଳ ଜଣେ କୁଶଳୀ ଶିଳ୍ପୀ ଥିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ନିଷଧ ଦେଶର ରାଜା ବୀରସେନଙ୍କ ପୁତ୍ର
							ഉദാഹരണം : 
							ବିଦର୍ଭ ରାଜା ଭୀମସେନଙ୍କ କନ୍ୟା ଦମୟନ୍ତୀଙ୍କ ସହ ନଳଙ୍କ ବିବାହ ହୋଇଥିଲା
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯୁଦ୍ଧ ସମୟରେ ଘୋଡା ପିଠିରେ ରଖି ବଜାଯାଉଥିବା ପ୍ରାଚୀନ କାଳର ଗୋଟିଏ ପ୍ରକାରର ବାଜା
							ഉദാഹരണം : 
							କିଲ୍ଲାର ପ୍ରାଚୀରରେ ନଳର ଚିତ୍ର ରହିଛି
							
മറ്റ് ഭാഷകളിലേക്കുള്ള വിവർത്തനം :
प्राचीन काल का एक प्रकार का बाजा जिसे युद्ध के समय घोड़े की पीठ पर रखकर बजाया जाता था।
किले की दीवार पर नल का चित्र बना है।