അർത്ഥം : ଏପରି ଜ୍ଞାନ ଯେଉଁଥିରେ ସମ୍ପୂର୍ଣ୍ଣ ନିଶ୍ଚିତତା ନାହିଁ
							ഉദാഹരണം : 
							ମୋର ତାଙ୍କ କଥାର ସତ୍ୟତା ଉପରେ ସନ୍ଦେହ ରହିଛି
							
പര്യായപദങ്ങൾ : ଅଭିଶଂକା, ଶଂକା, ସନ୍ଦେହ
മറ്റ് ഭാഷകളിലേക്കുള്ള വിവർത്തനം :
The state of being unsure of something.
doubt, doubtfulness, dubiety, dubiousness, incertitude, uncertaintyഅർത്ഥം : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା
							ഉദാഹരണം : 
							ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି  ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
							
പര്യായപദങ്ങൾ : ଆଗପଛ ଭାବିବା, ସଙ୍କୋଚ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହଁ ବା ନାଁର ସ୍ଥିତି
							ഉദാഹരണം : 
							ଆପଣ ପଇସା ମାଗି ମୋତେ ଦ୍ୱିଧାରେ ପକାଇଦେଲେ
							
പര്യായപദങ്ങൾ : ଦ୍ୱନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :