അർത്ഥം : ଯିଏ କିଛି ଅପରାଧ କରିଛି
							ഉദാഹരണം : 
							ଦୁଇଜଣ ଅପରାଧୀ ପୁଲିସର ଲଢ଼େଇରେ ମରିଗଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
वह जिसने कोई अपराध किया हो।
दो अपराधी पुलिस मुठभेड़ में मारे गए।അർത്ഥം : ନ୍ୟାୟାଳୟରେ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରାଯାଇଛି
							ഉദാഹരണം : 
							ଦୋଷୀ ଦଣ୍ଡ କମ୍ ପାଇବାପାଇଁ ପ୍ରାର୍ଥନା କରିଆସୁଛି କିନ୍ତୁ ନ୍ୟାୟାଧୀଶ ତାର କୌଣସି କଥା ଶୁଣିଲେ ନାହିଁ
							
പര്യായപദങ്ങൾ : ଅଭିଯୁକ୍ତ
മറ്റ് ഭാഷകളിലേക്കുള്ള വിവർത്തനം :
न्यायालय में जिसका दोषी होना सिद्ध हो गया हो।
सजायाफता व्यक्ति सजा कम करने की याचना करता रहा पर न्यायाधीश ने उसकी एक न सुनी।അർത്ഥം : ଯେ ଅପରାଧରେ ଜଡ଼ିତ
							ഉദാഹരണം : 
							ପୋଲିସ୍ ଦୁଇଜଣ ଅପରାଧୀଙ୍କୁ ଗିରଫ କଲା
							
പര്യായപദങ്ങൾ : ଅପରାଧୀ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ କୌଣସି ଅପରାଧ କରିଛି
							ഉദാഹരണം : 
							ଅପରାଧୀକୁ ଦଣ୍ଡ ମିଳିବା ଉଚିତ୍
							
പര്യായപദങ്ങൾ : ଅପରାଧକର୍ତ୍ତା, ଅପରାଧୀ
മറ്റ് ഭാഷകളിലേക്കുള്ള വിവർത്തനം :
Responsible for or chargeable with a reprehensible act.
Guilty of murder.