അർത്ഥം : ବାରମ୍ବାର ଛେପ କାଢ଼ିବା
							ഉദാഹരണം : 
							ତମାଖୁ ଖାଇ ସେ ଥୁଥୁ କରୁଥିଲା
							
പര്യായപദങ്ങൾ : ଛେପ ପକାଇବା, ଥୁକିବା, ଥୁଥୁ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୁହଁରୁ ଛେପ ବା ମୁହଁରେ ଥିବା କିଛି ପଦାର୍ଥକୁ ବାହାରକୁ ବାହାର କରିବା (ଯୋରରେ)
							ഉദാഹരണം : 
							ସେ ପାନ ଖାଇ ମୋ କୁର୍ତ୍ତାରେ ହିଁ ଛେପ କାଢ଼ିଦେଲା  ସେ ଚୁପଚାପ ଔଷଧକୁ ଥୁକିଦେଲା
							
പര്യായപദങ്ങൾ : ଛେପ କାଢ଼ିବା, ଛେପ ପକାଇବା, ଥୁକିବା, ଥୁତ୍କାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :