അർത്ഥം : ସ୍ନେହରେ ବା ଆରାମଦେବାପାଇଁ କାହାରି ଶରୀରରେ ଧୀରେଧୀରେ ପାପୁଲିରେ ଆଘାତ କରିବା
							ഉദാഹരണം : 
							ମା ପିଲାଟିକୁ ସ୍ନେହରେ ଥାପୁଡ଼ୁଛି
							
പര്യായപദങ്ങൾ : କୋମଳସ୍ପର୍ଶ ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁ ବା ଶରୀରର ଅଙ୍ଗ ଉପରେ ଧୀରେ ଧୀରେ ହାତ ବୁଲେଇବା
							ഉദാഹരണം : 
							ମାଆ ସ୍ନେହଁରେ ପିଲାର ପିଠି ଆଉଁଷୁଛନ୍ତି
							
പര്യായപദങ്ങൾ : ଆଉଁଷିବା, କୋମଳ ଲଘୁସ୍ପର୍ଶ ଦେବା, ସାଉଁଳିବା
മറ്റ് ഭാഷകളിലേക്കുള്ള വിവർത്തനം :