അർത്ഥം : ଗଣତି ବିଚାରକୁ ନେଇ ଇଂରାଜୀ ମାସର କୌଣସି ଦିନ
							ഉദാഹരണം : 
							ମୁଁ ପ୍ରାର୍ଥନା-ପତ୍ରରେ ଆଜିର ତାରିଖ ଲେଖିବାକୁ ଭୁଲିଗଲି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଚାନ୍ଦ୍ର ମାସର କୌଣସି ପକ୍ଷର କୌଣସି ଦିନ ଯାହାର ନାମ ସଂଖ୍ୟା ବିଚାରରେ ହୋଇଥାଏ
							ഉദാഹരണം : 
							ପ୍ରତିପଦା ଠାରୁ ଅମାବସ୍ୟା ବା ପୂର୍ଣ୍ଣିମା ପର୍ଯ୍ୟନ୍ତ ପନ୍ଦରଟି ତିଥି ହୋଇଥାଏ
							
പര്യായപദങ്ങൾ : ଚାନ୍ଦ୍ର ଦିବସ
മറ്റ് ഭാഷകളിലേക്കുള്ള വിവർത്തനം :
चांद्र मास के किसी पक्ष का कोई दिन जिसका नाम संख्या के विचार से होता है।
प्रतिपदा से अमावस्या या पूर्णिमा तक पंद्रह तिथियाँ होती हैं।