അർത്ഥം : ଘାଘରା, ପାଇଜାମା ଆଦି ବାନ୍ଧିବାପାଇଁ ସୁତାର ସାଧାରଣ ଡୋର
							ഉദാഹരണം : 
							ଡୋରରେ ଗଣ୍ଠି ପଡ଼ିଯିବାରୁ ତାକୁ କାଟିବାକୁ ପଡ଼ିଲା
							
പര്യായപദങ്ങൾ : ଅଣ୍ଟାସୁତା, କମରସୁତା, ଡୋରି
മറ്റ് ഭാഷകളിലേക്കുള്ള വിവർത്തനം :
A tie consisting of a cord that goes through a seam around an opening.
He pulled the drawstring and closed the bag.അർത്ഥം : ଡୋର ଭଳି ବଳି ହୋଇଥିବା ଯେଉଁ କନାକୁ ପିନ୍ଧିବା କାନି ବାନ୍ଧିବାପାଇଁ ଲଗାଯାଏ
							ഉദാഹരണം : 
							ମାଆ ଝିଅର ପୋଷାକର ଡୋର ବାନ୍ଧୁଛନ୍ତି
							
പര്യായപദങ്ങൾ : ଡୋରି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ସୂତା, ରେଶମ, ଉଲ୍ଆଦିକୁ ବଳି ତିଆରି ହୋଇଥିବା ମୋଟା ସୂତା ବା ଡ଼ୋରୀ
							ഉദാഹരണം : 
							ରେଶମ ଡୋରୀରେ ସେ ଉପହାରକୁ ବାନ୍ଧିଲା
							
പര്യായപദങ്ങൾ : ଡୋରୀ
മറ്റ് ഭാഷകളിലേക്കുള്ള വിവർത്തനം :