അർത്ഥം : ଯେତିକି ପରିମାଣର ଜିନିଷ ଏକ ଟାଙ୍କିରେ ଧରେ
							ഉദാഹരണം : 
							ବଗିଚାରେ ପାଣି ଦେବାପାଇଁ ଗୋଟିଏ ଟାଙ୍କି ପାଣି ଯଥେଷ୍ଟ
							
പര്യായപദങ്ങൾ : ଟାଂକି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଯାନରେ ଯେଉଁ ପାତ୍ରରେ ଇନ୍ଧନ ଆଦି ଭର୍ତ୍ତି ହୁଏ
							ഉദാഹരണം : 
							ଏହି କାରର ଟାଙ୍କିରେ ଗୋଟିଏ କଣା ହୋଇଯାଇଛି
							
പര്യായപദങ്ങൾ : ଟେଙ୍କ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତରଳ ପଦାର୍ଥ ବା ଗ୍ୟାସ୍ ରଖିବାପାଇଁ ଏକ ଢାଙ୍କୁଣିବାଲା କୁଣ୍ଡ
							ഉദാഹരണം : 
							ଟାଙ୍କିରେ ପାଣି ଭର୍ତ୍ତିକରି ରଖ କାରଣ କାଲି ପାଣି ଆସିବନାହିଁ
							
പര്യായപദങ്ങൾ : କୁଣ୍ଡ
മറ്റ് ഭാഷകളിലേക്കുള്ള വിവർത്തനം :